LocalGuideWorld — лучшие места, рестораны и отели мира

Arun Kumar Behera

1 отзывов на 1 местах
Google Local Guide Profile

Latest Reviews

Deomali Hill
2023 Jul 25
ସ୍ୱର୍ଗ
ଜୀବନ ରେ ଯେମିତି ହଉ ଥରେ ଦେଓମାଳୀ ନିହାତି ଯିବା ଦରକାର.
କି ଜାଗା ରେ ଭାଇ
ତମ ମାଇଣ୍ଡ ପୁରା ଫ୍ରେସ ହେଇଯିବ.
କି ପାହାଡ ସବୁ
ପାହାଡ଼ ମଝିରେ କି ସୁନ୍ଦର ଗାଁ
ପ୍ରକୁତି ର ଏକ ସୁନ୍ଦର ଜାଗା ...
ନିଜେ ଯାଆନ୍ତୁ ଆଉ ଦେଖନ୍ତୁ..